31.1 C
Bhubaneswar
Tuesday, April 7, 2026
Homeଓଡିଶା୨ କାର ମୁହାଁମୁହିଁ ଧକ୍କା: ୪ ମୃତ

୨ କାର ମୁହାଁମୁହିଁ ଧକ୍କା: ୪ ମୃତ

ନବରଙ୍ଗପୁର: ଦୁଇ କାର ମୁହାଁମୁହିଁ ଧକ୍କା । ଚାଲିଗଲା ୪ ଜୀବନ । ନବରଙ୍ଗପୁର ଜିଲ୍ଲା ଭାରତମାଳା ରାସ୍ତାରେ ବଡକୁମାରୀ ନିକଟରେ ଦୁଇଟି କାର ମୁହାଁମୁହିଁ ଧକ୍କା ହୋଇଛି । ଘଟଣା ସ୍ଥଳରେ ଦୁଇ ବୟସ୍କ , ଜଣେ ଶିଶୁ ସହ ୪ ଜଣଙ୍କର ମୃତ୍ୟୁ ହୋଇଛି । ୫ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୋଟିଏ ପଟୁ ଲୋକମାନେ ଝରିଗାଁ ଚିତାବେଢା ଗାଁରୁ ଭୋଜି ଖାଇ କାରରୁ ଫେରୁଥିବାବେଳେ, ଆରପଟୁ ଅନ୍ୟ ଏକ ବରଯାତ୍ରୀ ଗାଡି କଳାହାଣ୍ଡିର ମୋଟେରରୁ ରାଇଘର ଅଭିମୁଖେ ଯାଉଥିବା ବେଳେ, ଆରପଟୁ ଅନ୍ୟ ଏକ ବରଯାତ୍ରୀ ଗାଡି କଳାହାଣ୍ଡିର ମୋଟେରରୁ ରାଇଘର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking