ଭୁବନେଶ୍ୱର : ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ବଢିଲା । ଅଗଷ୍ଟ ୨୫ ପର୍ଯ୍ୟନ୍ତ ହେବାକୁ ଥିବା ନାମଲେଖା ୩୦ ପର୍ଯ୍ୟନ୍ତ ବଢିଲା । ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ସେପ୍ଟେମ୍ବର ୮ ରୁ ୧୦ ପର୍ଯ୍ୟନ୍ତ ନିଷ୍ପତ୍ତି । ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦେଖି ଅବଧି ବଢାଇଲେ ସରକାର । ଏ ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।