28.1 C
Bhubaneswar
Sunday, June 23, 2024
Homeଓଡିଶା୧୭୬ କଇଁଛ ଉଦ୍ଧାର

୧୭୬ କଇଁଛ ଉଦ୍ଧାର

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳରେ ଘଟିଛି ଅଭବନୀୟ ଘଟଣା । ବାଇକରେ ଚାଲାଣ ବେଳେ ୧୭୬ଟି କଇଁଛ ଉଦ୍ଧାର । ଝରିଗାଁ ଥାନା କଙ୍ଗରାହାଟପଦା ନିକଟରେ ଧରିଲା ବନ ବିଭାଗ । ଘଟଣାରେ ୪ ଅଟକ, ସମସ୍ତେ କଳାହାଣ୍ଡି ଜିଲ୍ଲାର ହୋଇଥିବା ସୂଚନା । ପୁଣି ଧରାପଡ଼ିଲେ କଇଁଛ ଚୋରା ଚାଲାଣକାରୀ । ଝରିଗାଁ ବନବିଭାଗ ପକ୍ଷରୁ ୧୭୬ଟି ବିରଳ କଇଁଛ ଉଦ୍ଧାର କରାଯାଇଛି । ଚକଳାପଦର କଂଗ୍ରା ନିକଟରେ କଇଁଛ ଚୋରାଚାଲାଣ ବେଳେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking