22.1 C
Bhubaneswar
Friday, December 5, 2025
Homeଓଡିଶାବନ୍ୟପ୍ରାଣୀ ଓ ମଣିଷ ଲଢେଇରେ ୧୩୯୬ ମୃତ

ବନ୍ୟପ୍ରାଣୀ ଓ ମଣିଷ ଲଢେଇରେ ୧୩୯୬ ମୃତ

ଭୁବନେଶ୍ୱର: ବନ୍ୟପ୍ରାଣୀ ଓ ମଣିଷ ଲଢେଇ ମଧ୍ୟରେ ୧୩୯୬  ଜଣଙ୍କ ମୃତ୍ୟୁ ହୋଇଛି ।  ୧୦ ବର୍ଷରେ ମଲେଣି ୧୩୯୬ ଲୋକ ।  ୬୧୭୪. ୬୮ ଲକ୍ଷ ଟଙ୍କା କ୍ଷତିପୂରଣ  ପ୍ରଦାନ କରିଛନ୍ତି ସରକାର । ଲଢେଇରେ ୫୬୦୯ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା  ରୋକିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ନେଉଛି ପଦକ୍ଷେପ । ବନ୍ୟପ୍ରାଣୀଙ୍କ ବାସସ୍ଥଳୀର  ସୁରକ୍ଷା,  ବୃକ୍ଷରୋପଣ, ଚାରଣ ଭୂମିର ହେଉଛି ବିକାଶ ।  ବନ୍ୟପ୍ରାଣୀ ଓ ଶିକାରୀଙ୍କ  ଗତିବିଧି ନିରୀକ୍ଷଣ ଉପରେ ଦିଆଯାଉଛି ଗୁରୁତ୍ୱ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking