37.1 C
Bhubaneswar
Monday, May 18, 2026
Homeଓଡିଶାନେପାଳୀ ଛାତ୍ରୀ ମୃତ୍ୟୁ ମାମଲା: କିଟ୍ ପକ୍ଷଭୁକ୍ତ

ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା: କିଟ୍ ପକ୍ଷଭୁକ୍ତ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ପାଇଁ ପୁଣି ବଢିଲା ଅଡୁଆ । ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ପକ୍ଷଭୁକ୍ତ ହେଲା କିଟ୍ । ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ କିଟ୍‌କୁ ହାଇକୋର୍ଟଙ୍କ ନୋଟିସ୍ । ଫେବୃଆରୀ ୧୬ ତାରିଖରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ବାବ ତଲବ । ସୂଚନାଯୋଗ୍ୟ, ଗତକାଲି ସନ୍ଦେହଜନକ ଅବସ୍ଥାରେ କିଟ ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ପ୍ରଥମ ବର୍ଷ କମ୍ପ୍ୟୁଟର ସାଇନ୍ସ ଛାତ୍ର ରାହୁଲ ଯାଦବଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲାଏହି ଘଟଣାରେ ପୋଲିସ ତଦନ୍ତ ଜାରି ରହିଛିଏହା ପୂର୍ବରୁ ଅନ୍ୟ ଜଣେ ଛାତ୍ରୀ ମଧ୍ୟ କିଟ ବିଶ୍ୱ ବିଦ୍ୟାଳୟରେ ପ୍ରାଣ ହାରିଥିଲେ । ଗୋଟିଏ ବର୍ଷରେ ତିନୋଟି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା କିଟ୍ ବିଶ୍ୱ ବିଦ୍ୟାଳୟ ପାଇଁ ସମସ୍ୟା ବଢାଇ ଦେଇଛି। ଏବେ କିଟ ବିଶ୍ୱ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking