25.1 C
Bhubaneswar
Monday, December 8, 2025
Homeଓଡିଶା୧୨ ହଜାର ଅଭିଯୋଗ ସମାଧାନ ହୋଇଛି: ମନ୍ତ୍ରୀ

୧୨ ହଜାର ଅଭିଯୋଗ ସମାଧାନ ହୋଇଛି: ମନ୍ତ୍ରୀ

ଭୁବନେଶ୍ୱର: ସିଏମ ଅଭିଯୋଗ ପ୍ରକୋଷ୍ଠରେ ହୋଇଥିବା ଅଭିଯୋଗର ୯୧% ସମସ୍ୟାର ସମାଧାନ ହୋଇଛି । ଦେଢ ବର୍ଷରେ ମୁଖ୍ୟମନ୍ତ୍ରୀ ୧୩ ହଜାର ୩୫୮ ଅଭିଯୋଗ ଗ୍ରହଣ କରିଛନ୍ତି । ସେଥିରୁ ୧୨ ହଜାର ୪୩୨ ଅଭିଯୋଗର ସମାଧାନ ହୋଇଛି । ବାକି ଅଭିଯୋଗ ଜଟିଳ ଥିବାରୁ ବିଭାଗୀୟ ତର୍ଜମା କରାଯାଉଛିା ଗୃହରେ ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି । ଆଜି ବିଧାନସଭା ଶୀତ ଅଧିବେଶନର ଦଶମ ଦିନ । ସୁରୁଖୁରୁରେ ଚାଲିଛି ବିଧାନସଭା । ବିଭିନ୍ନ ବିଭାଗର ମନ୍ତ୍ରୀ ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking