ବାଲିଗୁଡା: ଜନ୍ମଦିନ ଭୋଜି ଖାଇ ୧୨ରୁ ଅଧିକ ଜଣ ଅସୁସ୍ଥ ହୋଇଥିବା ଖର ସାମ୍ନାକୁ ଆସିଛି । ଝାଡାବନ୍ତିରେ ଆକ୍ରାନ୍ତ ୧୨ ଜଣ ଅସୁସ୍ଥ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ସାକ୍ନାକୁ ଆସିଛି । ଆଉ କିଛି ଘରେ ମଧ୍ୟ ଚିକିତ୍ସିତ ହେଉଥିବା ସୂଚନା ରହିଛି । ଶୁକ୍ରବାର କଲ୍ୟାଣ ମଣ୍ଡପରେ ଭୋଜି ଖାଇବା ପରେ ଅସୁସ୍ଥ ହୋଇଥିଲେ । ଝାଡାବନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇ ପଡିଥିଲେ ।
ମହାପ୍ରସାଦକୁ ମାର୍କେଟିଂ କଲେ ଲୋକେ କ୍ଷମା ଦେବେନାହିଁ: ସୂର୍ଯ୍ୟବଂଶୀ ସୁରଜ