26.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶରାହୁଲ୍‌ଙ୍କୁ ୧୨ ଲକ୍ଷ ଜୋରିମାନା

ରାହୁଲ୍‌ଙ୍କୁ ୧୨ ଲକ୍ଷ ଜୋରିମାନା

ଜୟପୁର: ଚଳିତ ଆଇପିଏଲ୍‌ରେ ବୁଧବାର ଏଠାକାର ସୱାଇ ମାନସିଂହ ଷ୍ଟାଡିୟମ୍‌ଠାରେ ଘରୋଇ ରାଜସ୍ଥାନ ରୟାଲ୍ସକୁ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ଭେଟିଥିବା ବେଳେ ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ନିର୍ଦ୍ଧାରିତ ସମୟରେ ଓଭର୍ ଶେଷ କରିପାରି ନ ଥିଲା । ତେଣୁ ମନ୍ଥର ଓଭର୍ ରେଟ୍ ପାଇଁ ଲକ୍ଷ୍ନୌ ଅଧିନାୟକ ଲୋକେଶ ରାହୁଲ୍‌ଙ୍କୁ ୧୨ ଲକ୍ଷ ଟଙ୍କାର ଜୋରିମାନା କରାଯାଇଛି ।

ଚଳିତ ସଂସ୍କରଣରେ ଦଳ ପ୍ରଥମ ଥର ପାଇଁ ଆଇପିଏଲ୍ ଆଚରଣ ସଂହିତା ଉଲ୍ଲଙ୍ଘନ କରିଥିବାରୁ ଏହି ଜୋରିମାନା କରାଯାଇଥିବା ଗୁରୁବାର ଜାରି ଏକ ବିବୃତିରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking