18.1 C
Bhubaneswar
Saturday, November 23, 2024
Homeଓଡିଶାବଜେଟରେ ପୂର୍ବତଟ ରେଲୱେକୁ ୧୧,୪୯୫ କୋଟିର ଅନୁଦାନ

ବଜେଟରେ ପୂର୍ବତଟ ରେଲୱେକୁ ୧୧,୪୯୫ କୋଟିର ଅନୁଦାନ

ଭୁବନେଶ୍ୱର : ବଜେଟରେ  ପୂର୍ବତଟ ରେଲକୁ ୧୧,୪୯୫ କୋଟିର ଅନୁଦାନ । ଖୋର୍ଦ୍ଧା-ବଲାଙ୍ଗୀର ରଳ ଲାଇନ୍ ପାଇଁ ୧୩୫୦ କୋଟି । ତାଳଚେର-ବିମଳାଗଡ ପାଇଁ ୫୦୦ କୋଟିର ଅନୁଦାନ । ଜୟପୁର-ମାଲକାନଗିରି ରେଳ ଲାଇନ୍ ପାଇଁ ୨୩୦ କୋଟି । ଜୟପୁର-ନବରଙ୍ଗପୁର ରେଳ ଲାଇନ୍ ପାଇଁ ୨୩୫ କୋଟି । ଜନଜାତୀୟ ଗୌରବ କରିଡର ପାଇଁ ୩୦୦ କୋଟି । ତାଳଚେର -ଅନୁଗୁଳ ୱାଇ କନେକ୍ସନ ପାଇଁ ୧୦୮ କୋଟି । ବାଂଶପାଣି-ଦୈତରୀ-ଟମକା-ଯଖପୁରା ପାଇଁ ୧୦୦ କୋଟି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking