27.4 C
Bhubaneswar
Wednesday, April 15, 2026
Homeଓଡିଶାବଜ୍ରପାତରେ ୧୦ ଛାତ୍ରଛାତ୍ରୀ ଆହତ

ବଜ୍ରପାତରେ ୧୦ ଛାତ୍ରଛାତ୍ରୀ ଆହତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଏକ ଘରୋଇ ବିଦ୍ୟାଳୟରେ ଘଟିଛି ଅଘଟଣ। ଏହି ବଜ୍ରପାତରେ ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଗାଲେରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠପଢା ଚାଲିଥିବା ଚାଲିଥିବା ବେଳେ ବଜ୍ରପାତ ହୋଇଛି । ସ୍କୁଲର ସପ୍ତମ ଶ୍ରେଣୀରେ ପାଠପଢା ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ବଜ୍ରାଘାତ ଫଳରେ ସ୍କୁଲର ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆହତ ଛାତ୍ରଛାତ୍ରୀଙ୍କୁ ଗାଲେରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ବାସ୍ଥ୍ୟ ଭଲ ଥିବା ଡାକ୍ତରଙ୍କ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking