26.1 C
Bhubaneswar
Saturday, October 19, 2024
Homeଓଡିଶାଏଲ୍‌ଓସି ନିକଟରୁ ୧୦ ପ୍ୟାକେଟ୍ ଡ୍ରଗ୍ସ ଜବତ

ଏଲ୍‌ଓସି ନିକଟରୁ ୧୦ ପ୍ୟାକେଟ୍ ଡ୍ରଗ୍ସ ଜବତ

ପୁଞ୍ଚ: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ରେ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରୁ ଭାରତୀୟ ସେନା ଶୁକ୍ରବାର ୧୦ ପ୍ୟାକେଟ୍ ମାଦକ ଦ୍ରବ୍ୟ ଜବତ କରିଛି । ଫଳରେ ନାର୍କୋ ଟେରର୍ ସ୍ମଗଲିଂ ଅପରେସନ୍ ବିଫଳ ହୋଇଛି । ମିଡିଆରେ ରିପୋର୍ଟ ଅନୁସାରେ ସେନା ଏହାର ସୂଚନା ପାଇ ଆଖପାଖ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇଥିବା ବେଳେ ଏହି ଡ୍ରଗ୍ସ ଜବତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking