31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶରାଞ୍ଚି ବସ୍‌ଷ୍ଟାଣ୍ଡ୍‌ରେ ଜଳାଗଲା ୫ ବସ୍‌

ରାଞ୍ଚି ବସ୍‌ଷ୍ଟାଣ୍ଡ୍‌ରେ ଜଳାଗଲା ୫ ବସ୍‌

ରାଞ୍ଚି : ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିର କାଣ୍ଟାଟୋଲି ଖାଦଗଡ଼ା ବସ୍ ଷ୍ଟାଣ୍ଡ୍‌ରେ ଗୁରୁବାର ପାଞ୍ଚଟି ବସ୍‌ରେ ନିଆଁ ଲାଗି ଯାଇଛି । ସୂଚନା ମିଳିବା ପରେ ଦମକଳ ବିଭାଗର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାୟ ଦୁଇଘଣ୍ଟାର କଠିନ ପରିଶ୍ରମ ପରେ ନିଆଁକୁ କାବୁ କରାଯାଇଥିଲା । ଏହି ଘଟଣାରେ କୌଣସି ଜନହାନି ହୋଇନଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking