32.1 C
Bhubaneswar
Friday, October 18, 2024
Homeଓଡିଶାଯବାନଙ୍କ ଗଳାକାଟି ଦେଲେ ମାଓବାଦୀ

ଯବାନଙ୍କ ଗଳାକାଟି ଦେଲେ ମାଓବାଦୀ

ମାଲକାନାଗିରି : ଯବାନଙ୍କ ଗଳା କାଟି ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ । ଛତିଶଗଡ ବିଜାପୁର କୁଟୁରରେ ମାଓବାଦୀ ଘଟାଇଛନ୍ତି ବର୍ବରକାଣ୍ଡ  । ହାଟକୁ ଯାଉଥିବା ବେଳେ ଯବାନଙ୍କୁ ଟେକି ନେଇ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ । ମୃତ ଯବାନ ହେଲେ ୪ ର୍ଥ ବାଟାଲିଅନର ଯବାନ ତିଜାଉ ରାମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking