32.1 C
Bhubaneswar
Saturday, June 29, 2024
Homeଓଡିଶାମାଟ୍ରିକ ପ୍ରଶ୍ନପତ୍ର ଲିକ୍‌; ୮ରୁ ଅଧିକ ଲୋକଙ୍କୁ ରାତି ଅଧିଆ ଉଠାଇ ନେଲା ପୁଲିସ

ମାଟ୍ରିକ ପ୍ରଶ୍ନପତ୍ର ଲିକ୍‌; ୮ରୁ ଅଧିକ ଲୋକଙ୍କୁ ରାତି ଅଧିଆ ଉଠାଇ ନେଲା ପୁଲିସ

କେସିଙ୍ଗା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକସ୍ଥିତ ରୁପ୍ରା ଗ୍ରାମରୁ ରାତି ଅଧିଆ ୮ରୁ ଅଧିକ ଲୋକଙ୍କୁ କେସିଙ୍ଗା ଏସଡିପିଓଙ୍କ ନେତୃତ୍ୱରେ ପୁଲିସ ଉଠାଇ ନେଇଛି । ଏଥିରେ ଜଣେ ଘରୋଇ ସ୍କୁଲର ମାଲିକ ରହିଛନ୍ତି ଯିଏକି କେସିଙ୍ଗା ବିଦ୍ୟୁତ ବିଭାଗରେ କିରାଣୀ ଭାବେ ଅବସର ନେଇଥିବାବେଳେ ପୂର୍ବରୁ ଭିଜିଲାନ୍ସ ଟ୍ରାପରେ ପଡ଼ିଛନ୍ତି । ଏହାସହ ଜଣେ ସରକାରୀ ସ୍କୁଲ ଶିକ୍ଷକ ଓ ଅନ୍ୟ କେତେକ ଶିକ୍ଷକ ରହିଥିବା ଜଣାପଡ଼ିଛି । ତେବେ ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କାରେ କେସିଙ୍ଗା ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହଁ । ହେଲେ କେସିଙ୍ଗା ଆଇଆଇସି ସତ୍ୟ କୁମାର ନନ୍ଦଙ୍କୁ ପଚାରିବାରୁ ୪-୫ ଜଣଙ୍କୁ ଆଣିଥିବା ନେଇ ପ୍ରକାଶ କରିବା ସହ ପଚରାଉଚରା ଚାଲିଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking