ଭୁବନେଶ୍ୱର: ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଶେଷ ହୋଇଛି । ଆସନ୍ତା ୧୬ ତାରିଖରେ ଆସେସରଙ୍କ ସହିତ ଟେକନିକାଲ ଟିମରଏକ ବୈଠକ ଅନୁଷ୍ଠିତ ହେବ । ଓଡିଶା-ଛତିଶଗଡର ବୈଷୟିକ ଟିମ୍ ଏ ନେଇ କରିବେ ବୈଠକ । ମହାନଦୀ ବେସିନର ପରିସୀମା ଦ୍ୱନ୍ଦ୍ୱକୁ ନେଇ ଏହି ବୈଠକରେ ଆଲୋଚନା କରାଯିବ । ତେଣୁ ଆସନ୍ତା ଫେବୃଆରୀ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ ମାନ୍ୟବର କୋର୍ଟ ରାୟ ଦେଇଛନ୍ତି ।
ଭୁବନେଶ୍ୱର-ରାଉରକେଲା ବିମାନ ସେବା; ଜାଣନ୍ତୁ କେତେ ଟଙ୍କା ରହିବ ଟିକେଟ ମୂଲ୍ୟ