14.1 C
Bhubaneswar
Monday, December 8, 2025
Homeଓଡିଶାବେଆଇନ୍‌ ଦୋକାନ ଉପରେ ଚଢ଼ଉ: ଲକ୍ଷାଧିକ ଟଙ୍କାର ଔଷଧ ଜବତ

ବେଆଇନ୍‌ ଦୋକାନ ଉପରେ ଚଢ଼ଉ: ଲକ୍ଷାଧିକ ଟଙ୍କାର ଔଷଧ ଜବତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବେଆଇନ ଭାବେ ପରିଚାଳିତ ଏକ ମେଡିସିନ ଦୋକାନରେ ଆଜି ଚଢ଼ଉ କରାଯାଇଛି। କଳିଙ୍ଗନଗର କେ-୩ ପାଇକରାପୁରରେ ଥିବା ଗେଟ୍‌ଆଲାଇଭ ହେଲଥକେୟର ଉପରେ ଏହି ଚଢ଼ଉ ହୋଇଛି। ଗେଟ୍‌ଆଲାଇଭ ହେଲଥକେୟର ନାମରେ ଅଭିଯୋଗ ହେଲା ପରେ ଡ୍ରଗ କଣ୍ଟ୍ରୋଲ ପକ୍ଷରୁ ଏହି ଚଢ଼ଉ କରାଯାଇଛି। ଏହି ଚଢ଼ଉ ସମୟରେ ଲକ୍ଷାଧିକ ଟଙ୍କାର ମେଡିସିନ ଜବତ କରାଯାଇଛି। ଗେଟ୍‌ଆଲାଇଭ ହେଲଥକେୟର ନାମରେ ଲାଇସେନ୍ସ ଥିବାବେଳେ ମେଡିସିନ୍‌ ଷ୍ଟୋରର ଲାଇସେନ୍ସ ନଥିବା ଜଣାପଡ଼ିଛି। ୧୦ରୁ ଅଧିକ ଜବତ ମେଡିସିନକୁ ଟେଷ୍ଟ ପାଇଁ ଲାବ୍‌କୁ ପଠାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking