26.1 C
Bhubaneswar
Thursday, September 19, 2024
Homeଓଡିଶାବୃଦ୍ଧଙ୍କୁ ନେଇଗଲା କୁମ୍ଭୀର

ବୃଦ୍ଧଙ୍କୁ ନେଇଗଲା କୁମ୍ଭୀର

ଆଳି: ଜୀବନ ନେଇଗଲା କୁମ୍ଭୀର । ଯୋର ପାର ହେବାବେଳେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣିନେଲା । କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସମ୍ପୃକ୍ତ ବୃଦ୍ଧ ମଇଁଷି ସହ ଏକ ଯୋର ପାର ହେଉଥିଲେ । ତେବେ ଏହି ସମୟରେ ପାଣି ଥିବା ଏକ କୁମ୍ଭୀର  ବୃଦ୍ଧଙ୍କୁ ଟାଣିନେଇଥିଲା ।  ଦିନିଆରି ଗାଁ ନିକଟ ଯୋରରେ ଏହି ଅଘଟଣ ଘଟିଛି । ବୃଦ୍ଧଙ୍କ ଘର ଇଚ୍ଛାପୁରରେ ହୋଇଥିବାବେଳେ ଗ୍ରାମବାସୀ ଏବେ ଯୋରରେ ତାଙ୍କୁ ଖୋଜାଖୋଜି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking