32.1 C
Bhubaneswar
Wednesday, October 16, 2024
Homeଓଡିଶାପାଣ୍ଡିଆନ ଆମ ନେତା ନଥିଲେ: ଦେବାଶିଷ

ପାଣ୍ଡିଆନ ଆମ ନେତା ନଥିଲେ: ଦେବାଶିଷ

ଭୁବନେଶ୍ୱର:ପାଣ୍ଡିଆନ ଆମ ନେତା ନଥିଲେ ବୋଲି ବୁଧବାର ଦେବାଶିଷ ସାମନ୍ତରାୟ କହିଛନ୍ତି । ଅମର ଶତପଥୀ ଓ ପ୍ରସନ୍ନ ପାଟ୍ଟଶାଣୀଙ୍କ ମନ୍ତବ୍ୟକୁ କାଉଣ୍ଟର କରି ଦେବାଶିଷ ଏହା କହିଛନ୍ତି । ଏହାଛଡ଼ା ଦେବାଶିଷ କହିଛନ୍ତି ଯେ ପାଣ୍ଡିଆନ କେବେ ହେଲେ ବି ଆମର ନେତା ନଥିଲେ । ଆମ ନେତା ନବୀନ ପଟ୍ଟନାୟକ । ସତସାହସ ଅଛି ତ ତାଙ୍କୁ କୁହ । ଆମ ନେତା ନବୀନ । ସତସାହସ ଅଛି ତ ତାଙ୍କୁ ଦୋଷ ଦିଅ । ଅମର ଶତପଥୀ ବିଜେଡି ଛାଡ଼ି ଏନସିପି ଯିବାବେଳେ ବି ଏମିତି କହିଥିଲେ । ସେତେବେଳେ ଏମିତି କହି ପୁଣି କିଭଳି ସେ ବିଜେଡିକୁ ଫେରିଲେ । ପ୍ରସନ୍ନ ପାଟ୍ଟଶାଣୀ ଏତେ ଫାଇଦା ପାଇଲା ପରେ ବି ପୁଣି କିଭଳି କହିପାରୁଛନ୍ତି । ଯିଏ ଛାଡ଼ିବାର କଥା ଛାଡ଼ନ୍ତୁ, କିଛି ଫରକ ପଡ଼ିବନ ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking