25.1 C
Bhubaneswar
Monday, March 16, 2026
Homeଓଡିଶାଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ କଟକ ବଡ଼ ଡାକ୍ତରଖାନା ଆଇସିୟୁ ବୁଲି ଦେଖିବା ସହ ଆହତ ରୋଗୀଙ୍କୁ ଭେଟିଲେ...

ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ କଟକ ବଡ଼ ଡାକ୍ତରଖାନା ଆଇସିୟୁ ବୁଲି ଦେଖିବା ସହ ଆହତ ରୋଗୀଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର: ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ରେ କଟକ ଯାଇ ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ SCB ମେଡିକାଲ କଲେଜ ର ଆଇସିୟୁ ବୁଲି ଦେଖିବା ସହ ସ୍ଥାନାନ୍ତର ହୋଇଥିବା ଆହତ ରୋଗୀ ଙ୍କୁ ଭେଟି ଥିଲେ ଓ ସେମାନଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ।  କଟକ ବଡ଼ ଡାକ୍ତରଖାନା ପରି ଦେଶ ର ଏକ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ଅନୁଷ୍ଠାନ ର ଆଇସିୟୁରେ ଏଭଳି ଦୁର୍ଘଟଣା ରେ ଶ୍ରୀ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଥିଲେ। ବିରୋଧୀ ଦଳ ନେତାଙ୍କ ସହ କଟକ ମେୟର ସୁବାସ ସିଂ ଙ୍କ ସମେତ ବିଜେଡି ର ନେତୃବର୍ଗ କଟକ ମେଡିକାଲ କଲେଜ କୁ ଯାଇ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking