16.1 C
Bhubaneswar
Tuesday, December 9, 2025
Homeଓଡିଶାଖରସ୍ରୋତକୁ ଡେଇଁ ଯୁବକ ନିଖୋଜ

ଖରସ୍ରୋତକୁ ଡେଇଁ ଯୁବକ ନିଖୋଜ

ଯାଜପୁର: ଯାଜପୁରରେ ଖରସ୍ରୋତା ନଦୀକୁ ଡେଇଁ ଯୁବକ ନିଖୋଜ ଥିବା ଖବର ସାମ୍ନାକୁ ଆସିଛି ।ଜୋକଡିଆ ପାଖ ବ୍ରିଜରୁ ଡେଇଁପଡି ନିଖୋଜ ହୋଇଯାଇଥୟବା ନେଇ ସୂଚନା ମିଳିଛି । ନିଖୋଜ ଯିବକ ଜଣକ ସ୍ଥାନୀୟ ରାଚିପୁର ଗାଁର ବାସିନ୍ଦା । ତେବେ କେଉଁଥି ପାଇଁ ନଦୀକୁ ଡେଇଁଲେ ତାଟର କାରଣ ଅସ୍ପଷ୍ଟ ରହିଛି । ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବାହିନୀ ସହାୟତାରେ ନିଖୋଜ ଯୁବକଙ୍କୁ ଖୋଜାଖୋଜି ଜାରି ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking