ପାରାଦୀପ: ବିଚ୍ ରାସ୍ତାରେ ଫାର୍ସା ଧରି ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ । କଟକ – ପାରାଦୀପ ରାସ୍ତା କୁଜଙ୍ଗ ବଳରାମପୁରରେ ଉନ୍ମତ୍ତକାଣ୍ଡ । ଫାର୍ସା ବୁଲାଇବାରୁ ଭୟଭୀତ ଲୋକେ । ଘଣ୍ଟାଏ ଧରି ରାସ୍ତା ଜାମ୍ କରିରଖିଥିଲା ନିଶାସକ୍ତ ଯୁବକ । ପୋଲିସ ଆସିବା ପରେ ପୋଲିସ ବାଡି ଛଡାଇ ଫେରାର ଉଦ୍ୟମ । ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବକଙ୍କୁ କାବୁ କଲା ପୋଲିସ ।