22.1 C
Bhubaneswar
Saturday, March 28, 2026
Homeଓଡିଶାଜଳପ୍ରପାତରେ ଭାସିଗଲେ ଯୁବକ

ଜଳପ୍ରପାତରେ ଭାସିଗଲେ ଯୁବକ

ତେଲକୋଇ: ଜଳପ୍ରପାତରେ  ୨ ସାଙ୍ଗଙ୍କ ଆଗରେ ଭାସିଗଲେ ଯୁବକ । ସୀମାନ୍ତ ଅନୁଗୁଳ ଜିଲ୍ଲା ପାଲଲହଡା ଗର୍ଜନ ଖୋଳ ଜଳପ୍ରପାତରେ ଭାସିଗଲେ । ୨ ସାଙ୍ଗ ଗାଧୋଉଥିବା ବେଳେ  ପ୍ରଖର ସ୍ରୋତରେ ଭାସି ଯୁବକ ନିଖୋଜ ଅଛନ୍ତି । ବଂଶପାଳ ଦମକଳ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking