28.1 C
Bhubaneswar
Wednesday, April 1, 2026
Homeଦେଶ ବିଦେଶକୁକୁର ଆକ୍ରମଣରେ ଯୁବକ ମୃତ

କୁକୁର ଆକ୍ରମଣରେ ଯୁବକ ମୃତ

ଚେନ୍ନାଇ: ଚେନ୍ନାଇରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା ଘଟିଛି। ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପିଟବୁଲ୍ କୁକୁର କାମୁଡ଼ା ଯୋଗୁଁ ଜଣେ ୫୫ ବର୍ଷୀୟ ଯୁବକଙ୍କୁ ମୃତ୍ୟୁ ଘଟିଛି। ଯେତେବେଳେ କୁକୁରର ମାଲିକ ଯୁବକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, କୁକୁର ତାଙ୍କୁ ମଧ୍ୟ ଛାଡି ନଥିଲା। କୁକୁର କାମୁଡ଼ା ଯୋଗୁଁ ମାଲିକ ଗୁରୁତର ଆହତ ହୋଇଛନ୍ତି ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ଚେନ୍ନାଇର ଜାଫରଖାନପେଟ ଅଞ୍ଚଳର। ମୃତ ଯୁବକଙ୍କ ନାମ ୫୫ ବର୍ଷୀୟ କରୁଣାକରଣ ବୋଲି ଚିହ୍ନଟ କରାଯାଇଛି। ପୋଲିସର ସୂଚନା ଅନୁଯାୟୀ, କୁକୁର କରୁଣାକରଣଙ୍କର ଗୁପ୍ତାଙ୍ଗକୁ କାମୁଡ଼ି ଦେଇଥିଲା, ଯାହା ଫଳରେ ସେ ରାସ୍ତାରେ ଯନ୍ତ୍ରଣାରେ ମୃତ୍ୟୁବରଣ କରିଥିଲେ। ପୋଲିସ କହିଛି ଯେ ଡିସଚାର୍ଜ ହେବା ପରେ ମହିଳାଙ୍କୁ ଅବହେଳା ଅଭିଯୋଗରେ ଗିରଫ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking