22.1 C
Bhubaneswar
Sunday, February 15, 2026
Homeଓଡିଶାବିଦ୍ୟୁତ ଆଘାତରେ ଯୁବକ ମୃତ

ବିଦ୍ୟୁତ ଆଘାତରେ ଯୁବକ ମୃତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଏକମାଣିଆ ପଞ୍ଚାୟତ ନଳପାହି ଗାଁରେ ବିଦ୍ୟୁତ୍ ଆଘାତରେ ୨୫ ବର୍ଷ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣକ ହେଉଛନ୍ତି ସେହି ଗାଁର ବିଦୁଲ ପରିଡା ।

ଘରେ କାମ ପାଇଁ ଲୁହା ରଡ଼ ଆଣୁଥିବା ସମୟରେ ଲୁହା ରଡ଼ଟି ଦୁର୍ଘଟଣା ବସତ ବିଦ୍ୟୁତ୍ ତା’ର ସଂସ୍ପର୍ଶରେ ଆସିବା ଫଳରେ ଯୁବକ ଜଣକ ବିଦ୍ୟୁତ୍ ଆଘାତ ପାଇ ଘଟଣା ସ୍ଥଳରେ ପଡ଼ି ଯାଇଥିଲେ । ଘରଲୋକେ ତାକୁ ରାଜନଗର ମେଡିକାଲକୁ ନେଇଯାଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବେଙ୍ଗଲ : ସିଟି ସ୍କାନ୍ ରୁମ୍‌ରେ ନାବାଳିକା ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking