21.1 C
Bhubaneswar
Saturday, December 6, 2025
Homeଓଡିଶାପୋଲ ଉପରୁ ଖସି ପଡି ଯୁବକଙ୍କ ମୃତ୍ୟୁ

ପୋଲ ଉପରୁ ଖସି ପଡି ଯୁବକଙ୍କ ମୃତ୍ୟୁ

ପୁରୀ: ପୁରୀ ଅଠରନଳା ପୁରୁଣା ପୋଲ ତଳୁ ଖସି ପଡି ଜଣେ ଯୁବକଙ୍କ ମୃତ୍ୟୁ । ଯୁବକ ପୋଲ ଉପରେ ବସି ରହିଥିବାବେଳେ ଅସାବଧନତା ଯୋଗୁଁ ପୋଲ ତଳୁ ଖସିପଡ଼ିଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ଯୁବକର ପରିଚୟ ମିଳିପାରି ନାହିଁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking