29.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଟିପ୍ପର ଧକ୍କାରେ ଯୁବକ ମୃତ

ଟିପ୍ପର ଧକ୍କାରେ ଯୁବକ ମୃତ

ମାଲକାନଗିରି: ମାଲକାନଗିରି ସଦର ମହାକୁମାସ୍ଥିତ ମେଡିକାଲ ଛକ ନିକଟରେ ଟିପ୍ପର ଧକ୍କାରେ ଜଣେ ଯୁବ ଠିକାଦାରଙ୍କ ମୃତ୍ୟୁ ହୋଇଯାଇଛି। ଠିକାଦାର ଜଣକ ହେଲେ କୃଷ୍ନପଦ ସରକାର। ସେ ନିଜ ମୋଟର ସାଇକେଲରେ ଫୋନରେ କଥା ହୋଇ ଯାଉଥିବା ବେଳେ ଟିପ୍ପର ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking