27.1 C
Bhubaneswar
Thursday, March 26, 2026
Homeଓଡିଶାଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

ସାଲେପୁର: ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ । ଲାଇଭ ଭିଡିଓ କରି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ । ଯୁବକ ଜଣକ ସାଲେପୁର ଥାନା ଅନ୍ତର୍ଗତ ଛାଣିପୁର ପଞ୍ଚାୟତ ଅଧିନସ୍ତ ସାତବାଟି ଗାଁର ବୋଲି ଚିହ୍ନଟ ହୋଇଛନ୍ତିସୂଚନା ଅନୁସାରେ, ମାଧବାନନ୍ଦ ମହାରଣାଙ୍କ ଏକ ମାତ୍ର ପୁଅ ସୁନୀଲ କୁମାର ମହାରଣା। ସୁନୀଲ ଭୁବେନେଶ୍ୱରରେ ଏକ ଟ୍ରାଭେଲ ଏଜେନ୍ସି କରିଥିଲେ । କୌଣସି କାରଣକୁ ନେଇ ସୁନୀଲ ମାନସିକ ଭାରସାମ୍ୟ ହରାଇ ମଞ୍ଚେଶ୍ୱରରେ ଲାଇଭି ଭିଡିଓ କରିଥିଲେ । ପରେ ମଞ୍ଚେଶ୍ଵରରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବାର ଜଣା ପଡିଛି । ଘଟଣା ପରେ ଗାଁରେ ଶୋକସନ୍ତପ୍ତ ପରିବେଶ ସୃଷ୍ଟି ହୋଇଛିଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking