21.1 C
Bhubaneswar
Friday, February 6, 2026
Homeଓଡିଶାଟାୱାରରେ ଚଢିଥିବା ଯୁବକ ଉଦ୍ଧାର

ଟାୱାରରେ ଚଢିଥିବା ଯୁବକ ଉଦ୍ଧାର

ବଲାଙ୍ଗୀର: ବଲାଙ୍ଗୀରରେ ଏକ ଅଭାବନୀୟ ଘଟଣା ଘଟିଛି । ୩୩  କେଭି ବିଦ୍ୟୁତ ଟାୱାରକୁ ଚଢିଗଲେ ଜଣେ ଯୁବକ । ଟାୱାରକୁ ଚଢିଥିବା ବଲାଙ୍ଗୀରର ଖମାର ମୁଣ୍ଡା ଗାଁର ସିଦ୍ଧେଶ୍ୱର ଭରବଦ୍ଭ ନାମକ ଜଣେ ଯୁବକ ଜଣଙ୍କ ମାନସିକ ବିକାର ଗ୍ରସ୍ତ ଥିବା ଜଣାପଡିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପୋଲିସ ଉପସ୍ଥିତ ରହି ଯୁବକଙ୍କୁ ବୁଝାସୁଝା କରି ଓହ୍ଲାଇବା ପାଇଁ ପ୍ରକ୍ରିୟା ଜାରି ରହିଛି । ବିଦ୍ୟୁତ ଖୁଣ୍ଟ ଉପରକୁ ଚଢି ଯାଇଥିବା ସମୟରେ ତଳକୁ ଆସିବା ପାଇଁ ରାଜି ହୋଇଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking