ଭୁବନେଶ୍ୱର: ନବୀନ ନିବାସରେ ଯୁବ ଓ ଛାତ୍ର ବିଜେଡି ଟିମ୍। ଯୁବ ଓ ଛାତ୍ର ବିଜେଡି ଟିମ୍କୁ ନବୀନ ନିବାସ ଡାକରା ହୋଇଛି। ଛାତ୍ର ସଭାନେତ୍ରୀ ଇପସିତା ସାହୁ, ଯୁବ ସଭାପତି ଚିନ୍ମୟ ସାହୁ ଉପସ୍ଥିତ ଅଛନ୍ତି। ଯୁବ ଓ ଛାତ୍ର ବିଜେଡିର ପଦାଧିକାରୀଙ୍କୁ ମଧ୍ୟ ନବୀନ ନିବାସ ଡାକରା ହୋଇଛି। ଦେବୀ ତ୍ରିପାଠୀ, ବ୍ୟୋମକେଶ ରାୟ, ଦେବାଶିଷ ଆଚାର୍ଯ୍ୟ, ଶୁଭାଶିଷ ଖୁଣ୍ଟିଆ ଉପସ୍ଥିତ ଅଛନ୍ତି ।










