16.1 C
Bhubaneswar
Thursday, February 5, 2026
Homeଓଡିଶାଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆଠଗଡ଼: ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ନେଇ ସସ୍‌ପେନ୍ସ । ତାରିଣୀ ଛକ ଅଂଶୁପା ହୋଟେଲ ପଛ ପଟ ଘର ଭିତରେ ମୃତଦେହ ଉଦ୍ଧାର କରାଯାଇଛିମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ହୋଟେଲରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ବୋଲି ସୂଚନା ମିଳିଛିଖବର ପାଇ ଘଟଣାସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ପରିବାର ଲୋକଙ୍କ ଆସିବାକୁ ଅପେକ୍ଷା କରିଛି ପୋଲିସ । ଅଧିକ ତଥ୍ୟ ପାଇଁ ପୋଲିସ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking