19.1 C
Bhubaneswar
Saturday, December 13, 2025
Homeଓଡିଶାନଦୀକୁ ଡେଇଁ ଯୁବତୀ ନିଖୋଜ

ନଦୀକୁ ଡେଇଁ ଯୁବତୀ ନିଖୋଜ

ଆଳି: ଖରସ୍ରୋତା ନଦୀକୁ ଡେଇଁ ଯୁବତୀ ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି । ଗୋବିନ୍ଦପୁର ସେତୁ ଉପରୁ ନଦୀକୁ ଡେଇଁପଡ଼ିଲେ ଯୁବତୀ। ଯୁବତୀ ନଦୀକୁ କାହିଁକି ଡେଇଁଲେ କାରଣ ଅସ୍ପଷ୍ଟ। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking