16.1 C
Bhubaneswar
Sunday, December 7, 2025
Homeଓଡିଶାଜଳିଗଲେ ଯୁବତୀ: ଏଏସଆଇଙ୍କୁ ବଦଳି

ଜଳିଗଲେ ଯୁବତୀ: ଏଏସଆଇଙ୍କୁ ବଦଳି

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଘର ଭିତରେ ଯୁବତୀ ଜଳିଯିବା  ଘଟଣା । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି କରାଯାଇଛି ।  ଏଏସଆଇଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କଲେ କେନ୍ଦ୍ରାପଡା ଏସପି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କଲେ ଏସପି ।  କାଲି ପୋଲିସର ଅବହେଳାକୁ ଦାୟୀ କରିଥିଲେ ପୀଡିତାଙ୍କ ବାପା । ଝିଅର ଅଭିଯୋଗ ଏଏସଆଇ ରଖି ନଥିବା ଅଭିଯୋଗ କରିଥିଲେ । ଏସସିବିରେ ପୋଷ୍ଟମର୍ଟମ ହେବା ନେଇ ଏସପିଙ୍କ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking