16.1 C
Bhubaneswar
Thursday, February 5, 2026
Homeଓଡିଶାଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ !

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ !

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ବୀରମହାରାଜପୁର ଥାନା ହିକୁଡ଼ି ITI ପଛ ପଟେ ଦୁର୍ବୃତ୍ତମାନେ ଏହି ଜଘନ୍ୟକାଣ୍ଡ କରିଥିବା ଜଣାପଡ଼ିଛି। ଯୁବତୀ ଜଣକ ପାଖରେ ଥିବା ଟାଟା ମୋଟର ସର୍ଭିସ ସେଣ୍ଟରରେ କାମ କରୁଥିଲେ। କାମ ସାରି ଘରକୁ ଫେରିବା ବେଳେ ବାଟରେ ୩ ଜଣ ଯୁବକ ଅଟକାଇଥିଲେ । ତା ପରେ ମୁହଁରେ ସ୍ପ୍ରେ ମାରି ଟେକି ନେଇ ଗଣ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଜଣକ ଅଚେତ ଅବସ୍ଥାରେ ବହୁ ସମୟ ଧରି ପଡ଼ି ରହିଥିଲେ। ଚେତା ଆସିବା ପରେ ସେ ଘରକୁ ଫେରି କହିବା ପରେ ସବୁ କଥା ଜଣାପଡ଼ିଥିଲା। ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତନାଘନା କରି ସନ୍ଦେହରେ କିଛି ଯୁବକଙ୍କୁ ପଚରା ଉଚରା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking