23.1 C
Bhubaneswar
Tuesday, January 13, 2026
Homeଓଡିଶାମାଞ୍ଜା ସୂତା ଲାଗି ଯୁବକ ଗୁରୁତର

ମାଞ୍ଜା ସୂତା ଲାଗି ଯୁବକ ଗୁରୁତର

ଭୁବନେଶ୍ବର: ଭୁବନେଶ୍ବରରେ ଗୁଡ଼ି ମାଞ୍ଜା ସୂତା ଲାଗି ଜଣେ ଯୁବକ ଗୁରୁତର। ଯୁବକଙ୍କ ବେକ ଓ ହାତରେ ଲାଗିଛି ଗଭୀର ଆଘାତ। ସୂଚନା ଅନୁସାରେ, ପୋଖରୀପୁଟ ଅଞ୍ଚଳରେ ବାଇକ୍‌ରେ ଯିବା ବେଳେ ଲାଗିଲା ମାଞ୍ଜା ସୂତା। ଏହା ପରେ ଗାଡ଼ିରୁ ପଡି ଯୁବକଙ୍କୁ ଗଭୀର ଆଘାତ ଲାଗିଛିତାଙ୍କ ବେକ ଓ ହାତରେ ଲାଗିଛି ଗଭୀର ଆଘାତ ଲାଗିଛିସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନଟିର କରାଯାଇଛିଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking