27.1 C
Bhubaneswar
Wednesday, March 25, 2026
Homeଓଡିଶାବିଚ୍‌ ରାସ୍ତାରେ ଯୁବକଙ୍କୁ ଛୁରାମାଡ

ବିଚ୍‌ ରାସ୍ତାରେ ଯୁବକଙ୍କୁ ଛୁରାମାଡ

ବାରୀପଦା: ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରାମାଡ । ଟାଉନ ଥାନା ଷ୍ଟେସନ ବଜାର ନିକଟରେ ଯୁବକଙ୍କୁ ଛୁରୀରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଯୁବକ । ଗୁରୁତର ଆହତ ଯୁବକଙ୍କୁ ପିଆରଏମ ମେଡିକାଲରେ ଭର୍ତ୍ତ କରାଯାଇଛି । ଏପର୍ଯ୍ୟନ୍ତ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking