28.1 C
Bhubaneswar
Monday, December 15, 2025
Homeଓଡିଶାନାବାଳିକାର ତଣ୍ଟି କାଟି ଯୁବକ ଫେରାର

ନାବାଳିକାର ତଣ୍ଟି କାଟି ଯୁବକ ଫେରାର

ବଲାଙ୍ଗିର: ମାୟାବର ଗାଁରେ  ନାବାଳିକାର ତଣ୍ଟି କାଟି  କାଟି ଦେଲେ ଯୁବକ । ଏଭଳି ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲାରେ ଘଟିଛି । ସ୍ଥାନୀୟ  ଲୋକେ ଗୁରୁତର ଅବସ୍ଥାରେ ନାବାଳିକା ଜଣକୁ ବୁର୍ଲା ମେଡିକାଲରେ ଭର୍ତ୍ତି  କରିଥିଲେ । ପ୍ରଥମେ ଭୀମ ଭୋଇ ମେଡିକାଲ ପରେ ସ୍ଥିତି ସଙ୍କଟାପନ୍ନ ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ଯୁବକ ଏଭଳି କାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।  ତେବେ କାହିଁକି ନାବାଳିକାର  ତଣ୍ଟି କାଟିଲେ  ତାହାର କାରଣ ଅସ୍ପଷ୍ଟ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking