34.1 C
Bhubaneswar
Thursday, April 2, 2026
Homeଓଡିଶାଆହୁରି ରାଜ୍ୟରେ କଲବଲ କରିବ ତାତି

ଆହୁରି ରାଜ୍ୟରେ କଲବଲ କରିବ ତାତି

ଭୁବନେଶ୍ବର : ରାଜ୍ୟରେ ଅସହ୍ୟ କଲାଣି ତାତିଦିନ ୧୦ଟାରେ ବାହାରକୁ ଗୋଡ ବାହାରରିବା ଅସମ୍ଭବ । କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଅଞ୍ଚଳରେ ରାତିରେ ସର୍ବନିମ୍ନ   ୮.୮ ଡିଗ୍ରୀ ପାରଦ ରେକର୍ଡ ହୋଇଛି। ଦିନରେ ଏଠାରେ ୩୧.୨ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଥିଲା। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆଜିଠାରୁ ପାଗରେ ପରିବର୍ତ୍ତନ ଆସିବ। ଉପକୂଳ ଓ ଉତ୍ତର ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ସ୍ବାଭାବିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତକାଲି ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ମାଲକାନଗିରିରେ ୩୭.୫, ଅନୁଗୁଳରେ ୩୭.୧ ଡିଗ୍ରୀ ରହିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking