28.1 C
Bhubaneswar
Sunday, March 30, 2025
Homeଓଡିଶାଚାହିଁଲେ ବି ରୋକି ପାରିବେନି : ଭକ୍ତ ଦାସ

ଚାହିଁଲେ ବି ରୋକି ପାରିବେନି : ଭକ୍ତ ଦାସ

ଭୁବନେଶ୍ୱର: ପଦଯାତ୍ରା ପୂର୍ୱରୁ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ବିଭିନ୍ନ ଅଞ୍ଚଳରେ ନେତା ଓ କର୍ମୀଙ୍କୁ ଅଟକାଯାଉଛି । ନାରୀ ସମ୍ମାନ ପାଇଁ ଭକ୍ତ ଦାସ ବାହାରିଛି । ଶସ୍ତା ରାଜନୀତି ପାଇଁ ବହୁତ ଇସ୍ୟୁ ଅଛି । ଆଜି ବସ ଅଟକାଇଲେ ଆଗକୁ ଅନୁମତି ନେବୁନି । ଆମକୁ  ଚାହିଁଲେ ବି ରୋକି ପାରିବେନି କହିଛନ୍ତି ଭକ୍ତ ଦାସ । ଦୁଇଟି  ଦଳ ମିଶିଲେ ବି ଅଟକାଇ ପାରିବେନି । ବ୍ୟାରିକେଡ ଭାଙ୍ଗିବାକୁ ଚାହିଁଲେ କିଏ ଅଟକାଇବ । କିନ୍ତୁ ଆମେ ବ୍ୟାରିକେଡ ଭାଙ୍ଗିବୁ ନାହିଁ କହିଛନ୍ତି ଭକ୍ତ ଦାସ । ସୂଚନା ଅନୁସାରେ ଆଜି କଂଗ୍ରେସ ବିଧାନସଭା ଘେରାଉ କରିବ । ଏହା ସହ ନାରୀଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ପ୍ରତିବାଦ କରିବ । ଏନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking