26.1 C
Bhubaneswar
Sunday, March 15, 2026
Homeଦେଶ ବିଦେଶ‘ଏକ୍ସ’ ସର୍ଭର ଡାଉନ

‘ଏକ୍ସ’ ସର୍ଭର ଡାଉନ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ସର୍ଭର ଡାଉନ୍। ହୋଇପାରୁନାହିଁ ଅପଲୋଡ୍ ଓ ପୋଷ୍ଟିଂ। ଏହି ଡାଉନ ଲଗ୍ ଇନ୍ କରିବା, ନୂତନ ପୋଷ୍ଟ ଲୋଡ୍ କରିବା ଏବଂ ଆପ୍ ଏବଂ ୱେବସାଇଟ୍ ଉଭୟକୁ ଆକ୍ସେସ୍ କରିବା ଭଳି ମୁଖ୍ୟ କାର୍ଯ୍ୟକୁ ପ୍ରଭାବିତ କରିଛି।ଏନେଇ ସାରା ଭାରତରେ ବ୍ୟବହାରକାରୀଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତିକିନ୍ତୁ ଏହି ବ୍ୟାଘାତର କାରଣ ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ କୌଣସି ବିବୃତ୍ତି ଜାରି କରିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking