30.1 C
Bhubaneswar
Sunday, May 4, 2025
Homeଓଡିଶାପର୍ଯ୍ୟାୟକ୍ରମେ କାର୍ଯ୍ୟକାରିଣୀ: ଅରୁଣ

ପର୍ଯ୍ୟାୟକ୍ରମେ କାର୍ଯ୍ୟକାରିଣୀ: ଅରୁଣ

ଭୁବନେଶ୍ୱର: ନବୀନ ନିବାସରେ ବିଜେଡି ବରିଷ୍ଠ ନେତାଙ୍କ ବୈଠକ ଶେଷ ହୋଇଛି । ଏନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ ନେତା ଅରୁଣ ସାହୁ ।  କାଯ୍ୟକାରିଣୀ ନେଇ ପର୍ଯ୍ୟାୟକ୍ରମେ  ନିଷ୍ପତ୍ତି ହେବ । କିଏ କେଉଁ ପଦରେ ରହିବେ ନବୀନ ବାବୁ ନିଷ୍ପତ୍ତି ନେବେ । ଦଳରେ କୌଣସି  କନ୍ଦଳ କି ବିଦ୍ରୋହ ନାହିଁ । ବିଜେପି ସଭାପତି ଚୟନ ବିଳମ୍ବକୁ  କଟାକ୍ଷ କଲେ । ନବୀନ ନିବାସରେ ନେତାମାନଙ୍କ ବୈଠକ ଚାଲିଥିଲା । ସେଠାରେ ପହଞ୍ଚିଥିଲେ ବିଜେଡିର ବରିଷ୍ଠ ନେତା । ବବି ଦାସ,ଦେବି ମିଶ୍ର ,ପ୍ରତାପ ଦେବ,ଅରୁଣ ସାହୁ ,ସଞ୍ଜୟ ଦାସ ବର୍ମାଙ୍କ ସମେତ ଅତନୁ ସବ୍ୟସାଚୀ ମଧ୍ୟ ଉପସ୍ଥିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking