ପୁରୀ : ଦୁଇ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାଯ୍ୟ । ଆଜି ଓ କାଲି ରତ୍ନଭଣ୍ଡାର ମରାମତି ବନ୍ଦ ରହିବ । ବନକ ଲାଗି ନୀତିକାନ୍ତିକୁ ଦୃଷ୍ଟିରେ ରଖି ପଦେକ୍ଷପ ନିଆଯାଇଛି । କାମ ବନ୍ଦ ନେଇ ଶ୍ରୀମନ୍ଦିର ପ୍ରଶାସନସର ସୂଚନା ଦେଇଛନ୍ତି ।