28.1 C
Bhubaneswar
Friday, September 27, 2024
Homeମହିଳା ଆଇସିସି ଟି-୨୦ ବିଶ୍ୱକପ୍‌ମହିଳା ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ : ସମ୍ପୂର୍ଣ୍ଣ ଭାରତୀୟ ଖେଳାଳିଙ୍କ ନାମ ଜାଣନ୍ତୁ...

ମହିଳା ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ : ସମ୍ପୂର୍ଣ୍ଣ ଭାରତୀୟ ଖେଳାଳିଙ୍କ ନାମ ଜାଣନ୍ତୁ…

ନୂଆଦିଲ୍ଲୀ : ଅକ୍ଟୋବର ୩ରୁ ୟୁଏଇରେ ମହିଳା ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଏହି ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ବିଶ୍ୱକପ୍ ଖେଳିବ ମହିଳା କ୍ରିକେଟ୍ ଟିମ୍ । ହରମନପ୍ରୀତ କୌର (କ୍ୟାପ୍ଟେନ), ସ୍ମୃତି ମନ୍ଧାନା (ଉପଅଧିନାୟକ), ଶେଫାଳୀ ବର୍ମା, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗୁସ୍, ରିଚା ଘୋଷ (ୱିକେଟ୍ କିପର୍), ୟସ୍ତିକା ଭାଟିଆ (ୱିକେଟ କିପର୍) , ପୂଜା ଭାସ୍ତ୍ରକର, ଅରୁନ୍ଧତୀ ରେଡ୍ଡୀ , ରେଣୁକା ସିଂହ ଠାକୁର, ଦୟାଲାନ ହେମାଲତା, ଆଶା ସୋଭନା, ରାଧା ଯାଦବ, ଶ୍ରେୟଙ୍କା ପାଟିଲ , ସାଜନା ସଜୀବନ। ଦୁବାଇ ଏବଂ ଶାରଜା ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ। ୧୦ଟି ଟିମ୍ ବିଶ୍ୱକପ୍ ଖେଳୁଥିବା ବେଳେ ମୋଟ୍ ୨୩ଟି ମ୍ୟାଚ୍ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking