13.1 C
Bhubaneswar
Wednesday, January 14, 2026
Homeଓଡିଶାମହିଳା ନିଜକୁ ଦୁର୍ବଳ ନଭାବନ୍ତୁ: ସୋଭନା ମହାନ୍ତି

ମହିଳା ନିଜକୁ ଦୁର୍ବଳ ନଭାବନ୍ତୁ: ସୋଭନା ମହାନ୍ତି

ଭୁବନେଶ୍ୱର: ମହିଳା ନିଜକୁ ଦୁର୍ୱଳ  ଭାବନ୍ତୁନି, ସଂଘର୍ଷ  କରନ୍ତୁ । ଏନେଇ ମହିଳା କମିସନ ସୋଭନା ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ପ୍ରେମ ବିବାଦକୁ ନେଇ ଆତ୍ମାହୁତି  ନ ଦିଅନ୍ତୁ ଯୁବତୀ ।  ମହିଳା ନିଯାତନାକୁ ସାମ୍ନା କଲେ ମତେ କଲ କରନ୍ତୁ । ମୁଁ ସବୁବେଳେ ମହିଳାଙ୍କ ପାଇଁ ଉପଲବ୍ଧ ।  ମୋ ଟିମ ପୂରା ରାଜ୍ୟ ବୁଲି ସଚେତନ କରିବ ।  ପୋଲିସ ଅଭିଯୋଗ ନରଖିଲେ ମତେ ଜଣାନ୍ତୁ ।  ପୋଲିସ ଅଭିଯୋଗ ନରଖିଲେ ମତେ ଜଣାନ୍ତୁ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking