27.2 C
Bhubaneswar
Wednesday, April 9, 2025
Homeଓଡିଶାସ୍ତ୍ରୀର ନିର୍ଯାତନା: ସ୍ୱାମୀର ଆତ୍ମହତ୍ୟା

ସ୍ତ୍ରୀର ନିର୍ଯାତନା: ସ୍ୱାମୀର ଆତ୍ମହତ୍ୟା

ଖୋର୍ଦ୍ଦା: ସ୍ତ୍ରୀ ନିର୍ଯାତନା ସହି ନପାରି ସ୍ୱାମୀର ଆତ୍ମହତ୍ୟା! ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଥିଲେ । ମୃତ୍ୟୁ ପାଇଁ ସ୍ତ୍ରୀ ଦାୟୀ ବୋଲି ଭିଡିଓରେ କହିଥିଲେ । ମୃତ ଯୁବକ ଖୋର୍ଦ୍ଦା ଶିଳ୍ପାଞ୍ଚଳ କୁମାରବସ୍ତ ଗାଁର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking