16.1 C
Bhubaneswar
Thursday, February 5, 2026
Homeଓଡିଶାମହିଳାଙ୍କୁ ଛୁରାମାଡ: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ମହିଳାଙ୍କୁ ଛୁରାମାଡ: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର:  ମହିଳାଙ୍କୁ ଯୁବକଙ୍କ ଛୁରାମାଡ। ଗୋପ ଖଣ୍ତାସାହି ଗାଁରେ ଜଣେ ମହିଳାଙ୍କୁ ଜଣେ ଯୁବକ ଛୁରାମାଡ କରିଛି। ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ଗୋପ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କିଛି ଦିନ ଧରି ଖଣ୍ତାସାହି ଗାଁର ବିଜୟ କୁମାର ବେହେରା ନାମକ ଜଣେ ଯୁବକ ସମ୍ପୃକ୍ତ ମହିଳାଙ୍କୁ ହଇରାଣ କରୁଥିଲା ।  ଆଜି ଭୋର୍ ସମୟରେ ମହିଳା ଜଣଙ୍କ ଘର କାମ କରୁଥିବା ବେଳେ ସଂପୃକ୍ତ ଯୁବକ ଜଣକ ଘର ଭିତରକୁ ପଶି ଆସି ଧାରୁଆ ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ଯୁବକ ଜଣଙ୍କ ମହିଳାଙ୍କର ଫଟୋ ଭାଇରାଲ୍ କରି ଜେଲ ମଧ୍ୟ ଯାଇଥିବା ପୀଡ଼ିତା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking