17.1 C
Bhubaneswar
Monday, February 2, 2026
Homeଓଡିଶାହାତୀ ଆକ୍ରମଣରେ ମହିଳା ମୃତ

ହାତୀ ଆକ୍ରମଣରେ ମହିଳା ମୃତ

ଅନୁଗୁଳ: ଅନୁଗୁଳ ରେଞ୍ଜ ସାହାରାଗୁଡ଼ା ଗାଁରେ ଆଜି ସକାଳେ ଏକ ବଡ଼ ଅଘଟଣ ଘଟିଛି। ସାହାରାଗୁଡ଼ା ଗାଁର ସୁନାଭୂଇଁ ସାହିର ଝିଲ୍ଲୀ ବେହେରା (୩୫)ଙ୍କୁ ଆଜି ସକାଳୁ ହାତୀ ଦଳି ଦେଇଛି। ଝିଲ୍ଲୀ ସକାଳୁ ଘର ନିକଟରେ ଥିବା ନଳକୂଅକୁ ପାଣି ଆଣିବାକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଖାଲି ସେତିକି ନୁହେଁ, ଏହି ଘଟଣା କୁ ନେଇ ସାହାରାଗୁଡା ଗାଁରେ ଉତ୍ତେଜନା ଦେଖାଯାଇଛି। ଗାଁର ଲୋକମାନେ ରେଞ୍ଜର ଉଦ୍ଧବ ବେହେରାଙ୍କୁ ଅଟକ ରଖିଥିବା ଜଣାପଡିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking