34.1 C
Bhubaneswar
Saturday, February 21, 2026
Homeଓଡିଶାଟ୍ରେନରେ ମହିଳାଙ୍କ ପ୍ରସବ ବେଦନା

ଟ୍ରେନରେ ମହିଳାଙ୍କ ପ୍ରସବ ବେଦନା

ଭୁବନେଶ୍ୱର: ଟ୍ରେନରେ ମହିଳାଙ୍କ ପ୍ରସବ ବେଦନା । କଷ୍ଟ ସମ୍ଭାଳିନପାରି ମେରି ସହେଲି ଆପରେ ସହାୟତା ମାଗିଲେ ମହିଳା । ଖବର ପାଇ ଭୁବନେଶ୍ୱର ଷ୍ଟେସନରେ ଅଟକିଲା ଦୂରୋନ୍ତୋ ଏକ୍ସପ୍ରେସ । ଟ୍ରେନରୁ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ଆରପିଏଫର ମେରି ସହେଲି ଟିମ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । କିଛି ସମୟ ପରେ ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା । ଉଭୟ ମା. ପୁଅ ମେଡିକାଲରେ ସୁସ୍ଥ ଥିବା ଜଣାପଡିଛି । ଗର୍ଭବତୀଙ୍କ ପ୍ରତି ଏଭଳି ସମ୍ମାନ ଓ ସହଯୋଗ ପାଇଁ ଆରପିଏଫ ଓ ଓଡିଶା ପୋଲିସକୁ ଧନ୍ୟବାଦ ଦେଇଛନ୍ତି ମହିଳା ଜଣଙ୍କ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking