27.1 C
Bhubaneswar
Friday, March 14, 2025
Homeଓଡିଶାଘରେ ପଶି ମହିଳା ସମିତି ସଭ୍ୟାଙ୍କୁ ଆକ୍ରମଣ

ଘରେ ପଶି ମହିଳା ସମିତି ସଭ୍ୟାଙ୍କୁ ଆକ୍ରମଣ

ମାହାଙ୍ଗା: ଘରେ ପଶି ମହିଳା ସମିତି ସଭ୍ୟାଙ୍କୁ ଆକ୍ରମଣ । କଟକ ଜିଲ୍ଲା ମହାଙ୍ଗା ନିର୍ବାଚନମଣ୍ଡଳୀ ପୋଡ଼ାମରାଇ ପଞ୍ଚାୟତ ଅଲିଅରା ଗ୍ରାମର ମହିଳା ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ରାଉତଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ସମିତି ସଭ୍ୟାଙ୍କ ମୋବାଇଲ ଭାଙ୍ଗିବା ସହିତ ଘରେ ପଶି ମାଡ଼ ମାରିଛନ୍ତି ୪ ଜଣ ବ୍ୟକ୍ତି। ଆକ୍ରମଣରେ ସମିତିସଭ୍ୟା ଆହତ ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସମିତିସଭ୍ୟାଙ୍କ ସହ ତାଙ୍କ ସ୍ବାମୀଙ୍କୁ ମଧ୍ୟ ଆକ୍ରମଣ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking