27.1 C
Bhubaneswar
Saturday, December 6, 2025
Homeଓଡିଶାଟ୍ରକ ଧକ୍କାରେ ମହିଳା ମୃତ

ଟ୍ରକ ଧକ୍କାରେ ମହିଳା ମୃତ

କେନ୍ଦ୍ରାପଡା : ଟ୍ରକ ଧକ୍କାରେ ମହିଳାଙ୍କ  ମୃତ୍ୟୁ ହୋଇଛି । ବାପା ଓ ସ୍ୱାମୀ ଗୁରୁତର ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ତିନିମୁହାଣୀ ଛକ ନିକଟରେ ଏଭଳି ଅଭାବନୀୟ ଦୁର୍ଘଟଣା ଘଟିଛି । ସ୍କୁଟିକୁ ଟ୍ରକ ଧକ୍କା ଦେଇଛି । ସ୍ୱାମୀ ଓ ପୁଅ ସହ ସ୍କୁଟିରେ ଯିବାବେଳେ  ଏଭଳି ଘଟଣା ଘଟିଛି । ଦୁର୍ଘଟଣା ସ୍ଥଳରେ  ଟ୍ରକ ଚଆଳକ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ମହିଳାଙ୍କ ମତ୍ୟୁକୁ ନେଇ ସ୍ଥନୀୟ ଲୋକେ ଓ ପରିବାର ଲୋକେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।  ରାସ୍ତା  ଅବରୋଧ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking