25.1 C
Bhubaneswar
Thursday, February 12, 2026
Homeଅପରାଧଜମିବାଡି ବିବାଦକୁ ନେଇ ମହିଳାଙ୍କ ମୃତ୍ୟୁ

ଜମିବାଡି ବିବାଦକୁ ନେଇ ମହିଳାଙ୍କ ମୃତ୍ୟୁ

ଆଳି: ଜମିବାଡି ବିବାଦକୁ ନେଇ ୨ ପରିବାର ମଧ୍ୟରେ ସଂଘର୍ଷ ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ରାଜକନିକା ଥାନା ସଂଗ୍ରାମପୁର ଗାଁରେ ଘଟିଛି ଏଭଳି ଘଟଣା ।

ଅନେକ ଦିନ ଧରି ଜମିବାଡି ବିବାଦ ଲାଗି ରହିଥିବା ବେଳେ ବୁଧବାର ଏହା ତୀବ୍ର ରୂପ ନେଇଛି । ୨ ପରିବାର ପକ୍ଷରୁ ଠେଙ୍ଗାରେ ପିଟାପିଟି ଘଟଣା ଘଟିଥିବାବେଳେ ଏକ ପରିବାରର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଗଣ୍ଡଗୋଳରେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଉଭୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking